ଚେତକ Chetaka

  • ସଂ. ବିଣ. (ଚିତ୍ ଧାତୁ+କର୍ତ୍ତୃ. ଅକ) — ଯେ ସ୍ମରଣ କରାଏ — One who reminds; reminding
  • ସଂ. ବିଣ. (ଚିତ୍ ଧାତୁ+କର୍ତ୍ତୃ. ଅକ) — ଯେ ଚେତନା ଜନ୍ମାଏ — One who restores consciousness
  • ସଂ. ବିଣ. (ଚିତ୍ ଧାତୁ+କର୍ତ୍ତୃ. ଅକ) — ଯାହା କର୍ତ୍ତବ୍ୟାକର୍ତ୍ତବ୍ଯବୋଧ ଜନ୍ମାଏ — That which arouses one's conscience