ଚୂଡ଼ାଳ Chūṟḍ̠āḻa

  • ସଂ. ବି. (ଚୂଡ଼ା+ଅଛି ଅର୍ଥରେ ଳ) — ମସ୍ତକ — The head
  • ବିଣ. — ଚୂଡ଼ାବିଶିଷ୍ଟ; ଶିଖାଯୁକ୍ତ — Having a tuft or chignon