ଚୂଷିବା Chushibā

  • ଦେ. କ୍ରି (ସଂ. ଚୂଷ୍ ଧାତୁ) — ମୁଁହରେ ଶୋଷିବା; ଚୁଚୁମିବା; ଜିଭ ସାହାଯ୍ୟରେ କୌଣସି ଦ୍ରବ୍ୟରୁ ରସ ଶୋଷିନେବା — To suck