ଚୂନା Chūnā

  • ଦେ. ବି. (ସଂ. ଚୂର୍ଣ୍ଣ) — କୌଣସି ପଦାର୍ଥର ଚୂର୍ଣ୍ଣ — Powder
  • ଦେ. ବି. (ସଂ. ଚୂର୍ଣ୍ଣ) — (ଯଥା—ଚାଉଳ ଚୂନା, ଗହମ ଚୂନା)
  • ଦେ. ବି. (ସଂ. ଚୂର୍ଣ୍ଣ) — ଧାତୁ ବା କାଠ ଆଦିର ଗୁଣ୍ଡ; କରତ ଗୁଣ୍ଡ — Saw-dust; filings
  • ବିଣ. — ଚୂର୍ଣ୍ଣୀକୃତ — Powdered; pulverised
  • ବିଣ. — ମୋଡ଼ାରେ ଚୂନା ହୋଇ ଯାଇ ପାରେ ମେରୁ। କୃଷ୍ଣସିଂହ, ମହାଭାରତ, ବନ।
  • ବିଣ. — ଅତି କ୍ଷୁଦ୍ର — Very samll; minute
  • ବିଣ. — (ଯଥା—ଚୂନା ମାଛ।)