ଚୁଲୀ Chulī

  • ଦେ. ବି. (ସଂ. ଚୁଲ୍ଲୀ) — ରନ୍ଧନ ନିମନ୍ତେ ଯେଉଁ କୁଣ୍ଡ ବା ଗର୍ତ୍ତରେ ନିଆଁ ଜଳାଯାଏ; ଅଗ୍ନ୍ୟାଧାନ — Oven; hearth; fireplace
  • ଦେ. ବି. (ସଂ. ଚୁଲ୍ଲୀ) — ଚୁଲୀରେ ବସିଥିଲା କ୍ଷୀର ଚାହିଁଲେ ପ୍ରଭୁ ଚକ୍ରଧର। ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ଚୁଲ୍ଲୀ) — କମାରଆଦିଙ୍କ ଅଗ୍ନିକୁଣ୍ଡ — Furnace
  • ଦେ. ବି. (ସଂ. ଚୁଲ୍ଲୀ) — ଉଠାଚୁଲୀ — A portable stove; movable oven
  • ଦେ. ବି. (ସଂ. ଚୁଲ୍ଲୀ) — [ଦ୍ର—ଚୁଲୀର ଯେଉଁ ବାଟେ ଜାଳକାଠ ଭରତି କରାଯାଏ ତାକୁ 'ମୁହଁ' ଓ ଯେଉଁ ବାଟେ ନିଆଁର ଧାସ ବାହାରେ ଓ ଯାହାଉପରେ ହାଣ୍ଡି ବସେ ତାକୁ 'ପଖା' କହନ୍ତି। ଚୁଲୀ ଉପରେ 3 ଟି ଗୋବ ଥାଏ, ସେହି ଗୋବମାନଙ୍କ ଉପରେ ହାଣ୍ଡି ବସେ; ତାକୁ ଚୁଲୀଝିଙ୍କା କହନ୍ତି।] — [ଦ୍ର—ଚୁଲୀର ଯେଉଁ ବାଟେ ଜାଳକାଠ ଭରତି କରାଯାଏ ତାକୁ 'ମୁହଁ' ଓ ଯେଉଁ ବାଟେ ନିଆଁର ଧାସ ବାହାରେ ଓ ଯାହାଉପରେ ହାଣ୍ଡି ବସେ ତାକୁ 'ପଖା' କହନ୍ତି ଚୁଲୀ ଉପରେ3ଟି ଗୋବ ଥାଏ, ସେହି ଗୋବମାନଙ୍କ ଉପରେ ହାଣ୍ଡି ବସେ; ତାକୁ ଚୁଲୀଝିଙ୍କା କହନ୍ତି]
  • ଦେ. ବି. (ସଂ. ଚୁଲ୍ଲୀ) — ଗାଳିବିଶେଷ — A term of abuse
  • ଦେ. ବି. (ସଂ. ଚୁଲ୍ଲୀ) — [ଦ୍ର—କୌଣସି କାର୍ଯ୍ୟ ନଷ୍ଟ ହେଲେ ବା ଖରାପ ହେଲେ ଲୋକେ ବିରକ୍ତ ହୋଇ କହନ୍ତି:—ଅମୁକ କଥାଟା ଚୁଲୀ ହେଲା; ତା ପଢ଼ାପଢ଼ି ଚୁଲୀଟା ହେବ।]