ଚୁଲୀଆ Chulīā
- ଦେ. ବି — ରୁଷେୟା; ପାଚକ — Cook
- ଦେ. ବି — ଚାଳଘରର ମଝିଶେଣୀ ଉପରେ ପଡ଼ିଥିବା ରୁଅମାନ ଯେଉଁ ବାଉଁଶରେ ଭିଡ଼ା ହୋଇ ବନ୍ଧା ହୋଇଥାଏ — A bamboo to which the rafters are fastened over the central wall-plate of a thatched house
- ଦେ. ବି — ସସ୍ରେ ଶ୍ରେଣୀ ଲାଗି ମୁଦ ମାରିଛି ଚୁଲୀଆ। ପ୍ରାଚୀ, ବ୍ରହ୍ମନିରୁପଣଗୀତା।
- ପ୍ରାଦେ. (ବାଲେଶ୍ୱର) ବି — ସମୁଦ୍ର ପାଣିକୁ ନିଆଁରେ ଗରମ କରି ତହିଁରୁ ଲୁଣ ତିଆରି କରିବା ପାଇଁ ନିଯୁକ୍ତ ବ୍ଯକ୍ତିମାନଙ୍କର ସରଦାର — The chief of the employees engaged in the preparation of salt by heating the sea-water