ଚୁବ୍ର Chubra

  • ସଂ. ବି. (ଚୁମ୍ବ ଧାତୁ=ଚୁମ୍ବନ କରିବା+କର୍ମ. ର) — ମୁଖ; ମୁହଁ — The face
  • ସଂ. ବି. (ଚୁମ୍ବ ଧାତୁ=ଚୁମ୍ବନ କରିବା+କର୍ମ. ର) — ପାଟି — Mouth