ଚୁନ୍ଦି Chundi

  • ପ୍ରାଦେ. (ଲରିଆ) ବି — କେଶ; ବାଳ — Hair
  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ହି. ଏହି ଅର୍ଥରେ ଚୁନ୍ଦୀ) — ଚୁଟି; ଶିଖା — Chignon; pigtail; a tuft of long hair left on the middle of the head