ଚୁଗୁଲି Chuguli

  • ବୈଦେ. ବି (ଆ. ଚୁଗଲ୍) — ଖଚ; ପଶ୍ଚାତରେ କୌଣସି ବ୍ଯକ୍ତିର ନିନ୍ଦା — Slander; calumny; backbiting tale-bearing
  • ବୈଦେ. ବି (ଆ. ଚୁଗଲ୍) — ଯେଣୁ ଚଗୁଲି ନାନା ମତେ କଲେ, ଆପେ ଚେମଣା ବାବୁ ବାହାରିଲେ। ବ୍ରଜନାଥ, ସମରତରଙ୍ଗ।