ଚୁଇଁ Chuiñ

  • ଦେ. ବିଣ. (ଅନ୍ଯ ଶବ୍ଦର ପୂର୍ବରେ ବ୍ଯବହୃତ ହୁଏ; ସଂ. ଶିଶୁ) — ଅତି ଛୋଟ — Very small; tiny
  • ଦେ. ବିଣ. (ଅନ୍ଯ ଶବ୍ଦର ପୂର୍ବରେ ବ୍ଯବହୃତ ହୁଏ; ସଂ. ଶିଶୁ) — (ଯଥା—ଚୁଇଁ କଉଡ଼ି, ଚୁଇଁ ମାଙ୍କଡ଼, ଚୁଇଁ ମୂଷା।)