ଚୀନକ Chinaka

  • ସଂ. ବି. (ଚୀନ୍+କ) — ଚୀନ ଦେଶବାସୀ ଲୋକ — A Chinese
  • ସଂ. ବି. (ଚୀନ୍+କ) — ଚୀନା ଶସ୍ୟ — A small grain; Panicum Miliaceum
  • ସଂ. ବି. (ଚୀନ୍+କ) — ଚୀନିକପୁର — Camphor
  • ସଂ. ବି. (ଚୀନ୍+କ) — ସଉପ (ମସଲା) — Fennel (M.W.)