ଚିଲ୍ରା Chilrā

  • ପ୍ରାଦେ (ଗଞ୍ଜାମ) ବି — ଟଙ୍କା ଭଙ୍ଗାଇ ତତ୍ପରିବର୍ତ୍ତରେ ନେବା କ୍ଷୁଦ୍ର ମୁଦ୍ରା; ଖୁଚୁରା ପଇସା ଆଦି; ରେଜା; ରେଜକି — Small change for a larger coin
  • ବିଣ — ରେଜା; ଖୁଚୁରା — Consisting of coins of small value
  • ବିଣ — ହିସାବବେଳେ ଟଙ୍କାରୁ ବଳିପଡ଼ିବା (ଅର୍ଥ) — (small coins) In excess of a whole rupee found after counting
  • ବିଣ — ସାମାନ୍ୟ — Insignificant; of small value
  • ସଂ. ବି. — ଚିଳିଚିମ (ଦେଖ) — Chiḻichima (See)