ଚିଲା Chilā

  • ଦେ. ବି. — ଚିଲ ଆଦି ହିଂସ୍ର ପକ୍ଷୀମାନଙ୍କର ନଖଦ୍ୱାରା କୌଣସି ବସ୍ତୁକୁ ଝାମ୍ପିବା — A swooping by a bird of prey
  • ଦେ. ବି. — କୁଦା; ଖେପା — Jump; leap
  • ଦେ. ବି. — ଦୁଇ ଚିଲାରେ ଘର ଭିତରକୁ ଯାଇ ମାଆକୁ ଆଉ ଜେଜୀକୁ ଖବର ଦେଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ବିଣ — ଫକା; ମାଟିଆ — Light-coloured
  • ବିଣ — ପାଣ୍ଡୁର ବର୍ଣ୍ଣ — Grey