ଚିଲମ Chilama
- ଦେ. ବି. (ଫା. ଚିଲମ୍) ଗଞ୍ଜେଇ, ଗୁଡ଼ାଖୁ ଆଦିର ଧୂମପାନର ଉପକରଣବିଶେଷ — The bowl or firepot of a hookah for smoking tobacco or gunja
- ଦେ. ବି. (ଫା. ଚିଲମ୍) [ଦ୍ର—ଏଥିରେ ଗଞ୍ଜେଇ ବା ଗୁଡ଼ାଖୁ ଉପରେ ନିଆଁ ରଖି ଏହାର ତଳେ ଥିବା କଣା ବାଟେ ଧୂଆଁ ଟାଣି ନେବାକୁ ହୁଏ; ଏହାକୁ ହୁକା ଉପରେ ରଖି ଗୁଡ଼ାଖୁଧୂଆଁ ଖିଆଯାଏ ଓ ହାତରେ ଧରି ଗଞ୍ଜେଇଧୂଆଁ ଖଖିଆଯାଏ। ଗଞ୍ଜାଇ, ଗୁଡ଼ାଖୁ ଓ ମଦତ୍ ପିଇବାର ଚିଲମମାନଙ୍କର ଆକାର ପୃଥକ୍।]