ଚିର Chira

  • ସଂ. ବିଣ.—(ଚି ଧାତୁ+ଅବିଚ୍ଛେଦାର୍ଥେ କର୍ତ୍ତୃ. ର) — ବହୁ— କାଳବ୍ୟାପୀ; ଦୀର୍ଘକାଳବ୍ୟାପୀ — Long (in point of time)
  • ସଂ. ବିଣ.—(ଚି ଧାତୁ+ଅବିଚ୍ଛେଦାର୍ଥେ କର୍ତ୍ତୃ. ର) — ଅନନ୍ତକାଳ ସ୍ଥାୟୀ — Eternal
  • ସଂ. ବିଣ.—(ଚି ଧାତୁ+ଅବିଚ୍ଛେଦାର୍ଥେ କର୍ତ୍ତୃ. ର) — ବହୁଦିନ ସ୍ଥାୟୀ — Permanent
  • ସଂ. ବିଣ.—(ଚି ଧାତୁ+ଅବିଚ୍ଛେଦାର୍ଥେ କର୍ତ୍ତୃ. ର) — ଅପରିବର୍ତ୍ତନଶୀଳ — Constant; immutable; unchangeable
  • ବି — ଅନନ୍ତକାଳ — Eternity
  • ବି — ଦୀର୍ଘକାଳ — Time immemorial
  • ବି — ବହୁକାଳ — Long time
  • କ୍ରି. ବିଣ. — ବହୁକାଳ ପର୍ଯ୍ୟନ୍ତ — For a long time
  • କ୍ରି. ବିଣ. — ବହୁକାଳରୁ — Since a long time
  • କ୍ରି. ବିଣ. — ଅନନ୍ତକାଳ ପାଇଁ — For eternity
  • କ୍ରି. ବିଣ. — ବାରମ୍ବାର — Continuously; repeatedly; constantly
  • ଦେ. ବି — (ସଂ. ଚୁଚୁକ) ଗୋରୁ ଆଦି ପଶୁଙ୍କ ସ୍ତନାଗ୍ର ବା ଚୁଚୁକ — The top or nipple of the under of a cow or sheep; teat of a beast