ଚିରଟୀ Chiraṭī
- ସଂ. ବି. ସ୍ତ୍ରୀ—(ଚିର+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ନିପାତନ) — ଯେଉଁ କନ୍ଯା ପିତୃ ଗୃହରେ ଆଜୀବନ ବାସ କରେ (ବିବାହିତା କିମ୍ବା ଅବିବାହିତା ଅବସ୍ଥାରେ); ଅତି ଗେହ୍ଲାଝିଅ; ପିତୃଗୃହବାସିନୀ କନ୍ଯା; ବିବାହିତା ହୋଇ ମଧ୍ୟ ପିତୃଗୃହବାସିନୀ କନ୍ଯା — A daughter who (instead of living in her husband's house) lives in her father's house through life; a woman (married or unmarried) who on account of fondness or affection of the parents passes her whole life in her father's house
- ସଂ. ବି. ସ୍ତ୍ରୀ—(ଚିର+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ନିପାତନ) — ଯୁବତୀ (ହି. ଶବ୍ଦସାଗର) — A young woman