ଚିପ୍ପ Chippa

  • ସଂ. ବି — କଣନଖା ରୋଗ (ଏଥିରେ ନଖର ତଳ ମାଂସ ସଢ଼ିଯାଏ ଓ ନଖ ତଳ ଦରଜ ହୁଏ ଓ ବିନ୍ଧେ)—(ହି. ଶବ୍ଦସାଗର) — A disease of the nails; whitlow