ଚିପିଟ Chipiṭa

  • ସଂ. ବି (ଚ+ପିଟ୍ ଧାତୁ=ଚେପଟା କରିବା+କର୍ମ. ଅ; ନିପାତନ) — ଚୁଡ଼ା — Parched flattened rice
  • ସଂ. ବି (ଚ+ପିଟ୍ ଧାତୁ=ଚେପଟା କରିବା+କର୍ମ. ଅ; ନିପାତନ) — ଆଖି ପତା ଉପରେ ଆଙ୍ଗୁଠି ଚାପିଲେ ଦୃଷ୍ଟ ବସ୍ତୁ ଏକାଧିକ ବୋଲି ଦେଖାଯିବା (ହି. ଶବ୍ଦସାଗର) — Aberration of the eyesight due to pressing a finger on the eyelid
  • ଦେ. ବିଣ — ଚେପା — Flattened
  • ଦେ. ବିଣ — ଚେପ୍ଟାନାକା — Flat-nosed
  • ଦେ. ବିଣ — ବିସ୍ତୁତ — Extended