ଚିନା Chinā
- ଦେ. ବି. — (ସଂ. ଚୀନକ)—ଏକଜାତୀୟ ଗୋଲାକୃତିବିଶିଷ୍ଟ କ୍ଷୁଦ୍ର ଶସ୍ୟ — A kind of small grain; millet
- ଦେ. ବି. — ଚାରି କାଇଁଚ ପରିମାଣ କ୍ଷୁଦ୍ର ଓଜନ; ସୁନା, ରୁପା ଓଜନ କରିବାର ପରିମାଣ କ୍ଷୁଦ୍ର ଓଜନ; ସୁନା, ରୁପା ଓଜନ କରିବାର ପରିମାଣବିଶେଷ — A small weight equal to 4 kāin̄chas; one grain
- ଦେ. ବି. — ଜ୍ୟୋତି କେତେ ଚିନା କେତେକ ଧାନ। ପ୍ରାଚୀ, ପରଚେଗୀତା।
- ଦେ. ବି. — (ସଂ. ଚିହ୍ନ ଧାତୁ)—ଚିହ୍ନା; ପରିଚୟ — Acquaintance
- ଦେ. ବି. — (ସଂ. ଚୀନ)—ଚୀନଦେଶବାସୀ ମନୁଷ୍ୟ — A chinaman
- ଗ୍ରା. ବି. (ସଂ. ଚିହ୍ନିତ) — ଚିହ୍ନା; ପରିଚିତ — Acquainted; well known
- ବିଣ — ଚିନଦେଶୀୟ — Pertaining to China
- ବିଣ — (ଯଥା—ଚିନା ଘାସ, ଚିନା କପୂର, ଚିନା ମାଟି, ଚିନା ବାସନ ଇତ୍ୟାଦି।)
- ବିଣ — ପ୍ରଥମରେ ଚୀନ ଦେଶରୁ ଆନୀତ — Originally imported from China
- ବିଣ — ଚୀନଦେଶୋତ୍ପନ୍ନ — Produced in China
- ବିଣ — ଚୀନ ଦେଶବାସୀ — Belonging to or residing in China; Chinese