ଚିକ Chika

  • ଦେ. ବି (ସଂ. ଚଳମୀଳିକା; କିମ୍ବା ସଂ. ଚାକଚକ୍ୟ; ଏହା ଖୁବ୍ ଉଜ୍ଜ୍ୱଳ ଦେଖାଯିବାରୁ) — ଚାପସରି ପରି କଣ୍ଠାଭରଣବିଶେଷ — A collar (ornament) for the neck
  • ବୈଦେ. ବି (ତୁର୍କୀ—ଚିକ୍) — ବରଣ୍ଡାରେ ଟଙ୍ଗାଯିବା ବାଉଁଶକାଠି— ନିର୍ମିତ ପରଦା — A screen-mat made of thin narrow strips of bamboo
  • ବୈଦେ. ବି (ତୁର୍କୀ—ଚିକ୍) — ତୁଚ୍ଛ ବା ହେୟ ବ୍ଯକ୍ତି — A mean detestable person