ଚିକିଳ Chikiḻa

  • ସଂ. ବି (ଚିକ୍ ଧାତୁ=ବ୍ୟାଘାତ କରିବା+କର୍ତ୍ତ. ଇଳ) — ପଙ୍କ — mud; mire
  • ସଂ. ବି (ଚିକ୍ ଧାତୁ=ବ୍ୟାଘାତ କରିବା+କର୍ତ୍ତ. ଇଳ) — କାଦୁଅ — Clay