ଚିଇଁ Chi-iñ

  • ଦେ. ଅ. (ଧ୍ୱନ୍ୟନୁକରଣ) — ଚଢ଼େଇ ଛୁଆଙ୍କର ଅସ୍ଫୁଟ ଶବ୍ଦ; ଚେମେଣି ଚଢ଼େଇଙ୍କ ଶବ୍ଦ — Indistinct sound of unfledged young birds or house-bats; chirping sound
  • ଦେ. ଅ. (ଧ୍ୱନ୍ୟନୁକରଣ) — ରୁଗ୍ଣ ଦୁର୍ବଳ ବ୍ଯକ୍ତିର କ୍ଷୀଣ କଣ୍ଠ ସ୍ୱର — The feeble sound of a weak and sick man