ଚିଆଁ Chiāñ
- ଦେ. ବି (ସଂ. ଚିତ୍ ଧାତୁ=ଜାଗରଣ; ଚେତନ) ତପ୍ତ ଲୌହ ଦ୍ୱାରା ମନୁଷ୍ୟ ବା ପଶୁର ଦେହରେ ଦିଆଯିବା ଦାଗ; ଚଡ଼ୂ — Mark made on the body with hot iron; searing mark; brand
- ଦେ. ବି (ସଂ. ଚିତ୍ ଧାତୁ=ଜାଗରଣ; ଚେତନ) ତପ୍ତ ଲୌହରେ ଦାଗ ଦେଲେ ଯେପରି କଷ୍ଟ ହୁଏ ସେହିପରି ତୀବ୍ର ବେଦନା — Acute pang like that due to searing or branding
- ଦେ. ବି (ସଂ. ଚିତ୍ ଧାତୁ=ଜାଗରଣ; ଚେତନ) ଦେହରେ ନିଆଁ ଖୁଣ୍ଟା ମାଡ଼ିଲେ ଯେଉଁ ତୀବ୍ର ଅନୁଭୂତି ହୁଏ — Acute pain due to a fire-brand being suddenly applied to the body
- ଦେ. ବି (ସଂ. ଚିତ୍ ଧାତୁ=ଜାଗରଣ; ଚେତନ) ଚେଇଁବା; ଚେତା — Wakefulness from sleep
- ଦେ. ବିଣ — ଚେଇଁ ଥିବା; ଶୋଇ ନ ଥିବା — Wakeful; not asleep
- ଦେ. ବିଣ — (ଯଥା—ଚିଆଁ ପହଡ଼)
- ଦେ. ବିଣ — ଚେତନାଯୁକ୍ତ; ସଚେତନ — Conscious
- ଦେ. ବିଣ — ମନକୁ ନିଶ୍ଚଳେ ରଖିବ ଚିଆଁ ଚୈତନ୍ୟ ଜଗାଇବ—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
- ଦେ. ବିଣ — ଅତି ଛୋଟ — Very small; tiny