ଚାରଣ Chāraṇa

  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ଭାଟ; ସ୍ତୁତିପାଠକ — A herald; a bard
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ନଟ — A dancer; actor
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ବେଦଯୋନିବିଶେଷ; ଦେବଗାୟକ — A class of aereal beings or divine singers
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ସିଦ୍ଧ ଚାରଣେ ତହିଁ ଯୁଦ୍ଧ ଦେଖୁଥିଲେ, ଅଛନ୍ତି ଆଗ ଭୀମ ବୋଲି ପ୍ରଶଂସିଲେ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ଧର୍ମଶାସ୍ତ୍ରପାଠକ — A reader or reciter (of religious works)
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ରାଜପୁତମାନଙ୍କ ଶ୍ରେଣୀବିଶେଷ — A class of Rajputs who used to incite warriors to action in the battle-field by reciting stories of illustrious warriors
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — [ଦ୍ର—ଏମାନେ ଯୁଦ୍ଧଭୂମିରେ ବୀରମାନଙ୍କ କାହାଣୀ ଗାଇ ଯୋଦ୍ଧାମାନଙ୍କୁ ଉତ୍ତେଜିତ କରୁଥିଲେ।]
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — (+ଭାବ. ଅନ) ଗୋରୁ ଆଦିଙ୍କୁ ଚରାଇବା — Tending cattle
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — ଗୋଚର ଭୂମି — Pasture; grazing ground
  • ସଂ. ବି (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ) — କାରାଗାର (ପ୍ରକୃତିବାଦ) — Prison