ଚାରକ Chāraka
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — ଗୋରୁଜଗୁଆଳି; ଗୋପାଳକ — A keeper or tender of cattle; a cowherd or shephered
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — (ଯଥା—ଗୋଚାରକ; ପଶୁଚାରକ।)
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — (ଚାର+ସ୍ୱାର୍ଥେ. କ) ପିୟାଳଗଛ (ଦେଖ) — Piyāla tree (See)
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — ବନ୍ଧ — Embankment, dam
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — ଗତି — Motion
- ସଂ. ବି. ପୁଂ (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ) — କରାଗାର — Jail; prison