ଚାମରୀ Chāmarī
- ସଂ. ବି. (ଚାମର+ଅଛି ଯାହାର ଏହି ଅର୍ଥରେ ଇନ୍; 1 ମା 1 ବ) — ଘୋଡ଼ା — The horse
- ସଂ. ବି. (ଚାମର+ଅଛି ଯାହାର ଏହି ଅର୍ଥରେ ଇନ୍; 1 ମା 1 ବ) — ଚମର ମୃଗ — Bushy-tailed deer
- ସଂ. ବି. (ଚାମର+ଅଛି ଯାହାର ଏହି ଅର୍ଥରେ ଇନ୍; 1 ମା 1 ବ) — ଚମରୀ ଗୋ — 1. The yak
- ସଂ. ବି. (ଚାମର+ଅଛି ଯାହାର ଏହି ଅର୍ଥରେ ଇନ୍; 1 ମା 1 ବ) — (ଚମର+ଅ+ସ୍ତ୍ରୀ. ଈ) ଚାମର; ଚଅଁର — A fan made of a bunch of tail-hair
- ସଂ. ବିଣ. ପୁଂ — ଚାମରବିଶିଷ୍ଟ; ଚଅଁର ଥିବା (ପଶୁ) — Bushy-haired (beast)
- ସଂ. ବିଣ. ପୁଂ — ଚଅଁର ଧରିଥିବା (ବ୍ଯକ୍ତି) — (a person) Holding a chowrie or tail-fan