ଚାପିବା Chāpibā
- ଦେ. କ୍ରି — ଭାର ଦେଇ ତଳକୁ ଦାବିବା — To press downwards by weight
- ଦେ. କ୍ରି — ବଳିଷ୍ଠ ବଳିକି ଚାପି ଅଧୋଭୁବନରେ, ଭଞ୍ଜ, ବୈଦେହୀସବିଳାସ।
- ଦେ. କ୍ରି — ଚିପିବା — To squeeze
- ଦେ. କ୍ରି — (କୌଣସି ବ୍ଯକ୍ତିର ଅଙ୍ଗ ପ୍ରତ୍ୟଙ୍ଗ) ଘଷିବା ବା ଚିପିବା — To massage
- ଦେ. କ୍ରି — ପାଦ ଚାପନ୍ତି ମିତ୍ର ସୂତେ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. କ୍ରି — ଭିଡ଼ିବା — To press tightly