ଚାଦର Chādara
- ବୈଦେ. ବି. (ଫା. ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର) — ଦୋସଡ଼ା; ଉତ୍ତରୀୟ ବସ୍ତ୍ର — A sheet of cloth used as a scarf
- ବୈଦେ. ବି. (ଫା. ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର) — ବିଛଣାର ଆସ୍ତରଣ; ବିଛଣା ଉପରେ ପଡ଼ିବା ବସ୍ତ୍ର — Bed-sheet
- ବୈଦେ. ବି. (ଫା. ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର) — ଖୁବ୍ ଲମ୍ବା ଓ ଚଉଡ଼ା ଲୁଗା — A piece of cloth long and wide
- ବୈଦେ. ବି. (ଫା. ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର) — ଧାତୁଆଦିରେ ପତଳା ଓ ଦୀର୍ଘ ଏବଂ ପ୍ରଶସ୍ତ ଖଣ୍ଡ — A thin long and broad sheet of a metal
- ବୈଦେ. ବି. (ଫା. ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର) — [ଦ୍ର—ହିନ୍ଦୀରେ ପୁରୁଷଙ୍କ ଊର୍ଦ୍ଧାଙ୍ଗ ଆବରକ ବସ୍ତ୍ରକୁ ଚାଦରା ଓ ସ୍ତ୍ରୀମାନଙ୍କ ଓଢ଼ଣୀକୁ ଚାଦର ବୋଲାଯାଏ।]