ଚାଟୁ Chāṭu
- ସଂ. ବି (ଚଟ୍ ଧାତୁ=(କ୍ରୋଧକୁ) ଭେଦ କରିବା+କରଣ. ଉ) — ସ୍ତୁତିବାକ୍ୟ; ପ୍ରିୟବଚନ — Encomium; eulogy; praise
- ସଂ. ବି (ଚଟ୍ ଧାତୁ=(କ୍ରୋଧକୁ) ଭେଦ କରିବା+କରଣ. ଉ) — ତୋଷାମୋଦ; ମିଥ୍ୟା ପ୍ରିୟବାକ୍ୟ; ମିଥ୍ୟା ପ୍ରଶଂସା — Flattery
- ସଂ. ବି (ଚଟ୍ ଧାତୁ=(କ୍ରୋଧକୁ) ଭେଦ କରିବା+କରଣ. ଉ) — ବିନୟବଚନ — Supplicating words; humble prayer
- ସଂ. ବି (ଚଟ୍ ଧାତୁ=(କ୍ରୋଧକୁ) ଭେଦ କରିବା+କରଣ. ଉ) — ପାକଳାପାକଳି କରିବା; କଅଁଳେଇ କରି କୁହାଯିବା କଥା — Coaxing; blandishment; Cajolery
- ପ୍ରାଦେ (ବସ୍ତର) ବି — ଚଟୁ (ଦେଖ) — Chaṭu (See)
- ପ୍ରାଦେ (ବସ୍ତର) ବି — କରଚୂଳ (ଦେଖ) — Karachuli (See)