ଚାକର Chākara

  • ବୈଦେ. ବି (ଫା. ଚାକର) — ଦାସ; ଭୃତ୍ୟ; ସେବକ — Servant; attendant
  • ବୈଦେ. ବି (ଫା. ଚାକର) — ଚାକର ନୁହେଁ କୁକୁର—ପ୍ରବାଦ।
  • ବୈଦେ. ବି (ଫା. ଚାକର) — [ଦ୍ର—ଚାକରର ମୌଳିକ ଅର୍ଥ ପ୍ରଭୁଙ୍କର ସେବାକାରୀ ଦରମାଖିଆ ଭୃତ୍ୟ କିନ୍ତୁ ବର୍ତ୍ତମାନ ଏହା କୌଣସି ବେତନଭୋଗୀ ବ୍ଯକ୍ତିପ୍ରତି ଖଟା ଯାଉଅଛି। ପ୍ରଧାନ ମନ୍ତ୍ରିଙ୍କଠାରୁ ଆରମ୍ଭ କରି ତପରାସୀ ପର୍ଯ୍ୟନ୍ତ ଓ ଦରମାଖିଆ ନୀଚ ସେବକ ଭୃତ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଚାକର ବୋଲା ଯାଉଅଛି।]