ଚହଲା Chahalā
- ଦେ. ବି. (ସଂ. ଚିକିଳ; ପଙ୍କ) — ମଳି; ମଇଳା — Dirt
- ଦେ. ବି. (ସଂ. ଚିକିଳ; ପଙ୍କ) — ପଙ୍କ — Mire; soft mud
- ଦେ. ବିଣ. — ପଙ୍କୁଆ; କର୍ଦ୍ଦମମୟ — Clayey; miry
- ପ୍ରାଦେ. (ସମ୍ବଲପୁର; ତୁଳ. ହି. ଚହଲୀ କୂଅରୁ ପାଣି କାଢ଼ିବା ପାଇଁ କୂଅ ଉପରେ ଲାଗିଥିବା ଶଗଡ଼ି) ବି — ବଡ଼କୂଅ, ବାମ୍ଫୀ — A wide well
- ପ୍ରାଦେ. (ସମ୍ବଲପୁର; ତୁଳ. ହି. ଚହଲୀ କୂଅରୁ ପାଣି କାଢ଼ିବା ପାଇଁ କୂଅ ଉପରେ ଲାଗିଥିବା ଶଗଡ଼ି) ବି — ଜଳକୁଣ୍ଡ — Reservoir of water
- ପ୍ରାଦେ. (ସମ୍ବଲପୁର; ତୁଳ. ହି. ଚହଲୀ କୂଅରୁ ପାଣି କାଢ଼ିବା ପାଇଁ କୂଅ ଉପରେ ଲାଗିଥିବା ଶଗଡ଼ି) ବି — ନଈବାଲି ବା ଖାଲ ଭୂମିରେ ପାଣି ପାଇଁ ଖୋଳା— ଯାଇଥିବା ଚତରା ବା ଓସାରିଆ ଗାତ; ଚୂଆ — A small pool or hole dug in the ground to get water
- ପ୍ରାଦେ. (ବସ୍ତର) ବି — ବୟସ ଛଉ (ଦେଖ) — Bayasa chhau (See)