ଚଷା Chashā
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — କର୍ଷଣ କାର୍ଯ୍ୟ; ଚଷିବା; କର୍ଷଣ — Ploughing
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — କୃଷକ; ଯେ ଚାଷ କରେ — Cultivator; peasant
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — ଓଡ଼ିଶାର କୃଷକଜାତି (ଶୂଦ୍ର) — The peasant class of Orissa
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — [ଦ୍ର—ଓଡ଼ିଶାରେ ନାନା ଶ୍ରେଣୀର ଚଷା ଅଛନ୍ତି। ତହିଁମଧ୍ୟରୁ ଓଡ଼ଚଷା, ଓଡ଼ପଧାନ, ଶୁଦ୍ଧଚଷା, ବେଣାଟିଆ, କଲୁତୁଆ ଏବଂ ଗୁଆଟିଆ ପ୍ରଧାନ।
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — ] — 1901ମସୀହା ସେନ୍ସସ୍ ରିପୋର୍ଟରେ ଓଡ଼ିଶାର ଚଷା ସଂଖ୍ୟା8୳ ଲକ୍ଷ ଥିଲା; ମାତ୍ର1921ମସୀହାର ରିପୋର୍ଟରେ7୳ ଲକ୍ଷ ହୋଇଅଛି
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — (ଲକ୍ଷଣାର୍ଥ) ଇତର ଜନ — (fig) One of the common people
- ଦେ. ବି. (ସଂ. କୃଷ୍ ଧାତୁ=କର୍ଷଣ କରିବା) — ଅସଭ୍ୟ ବ୍ଯକ୍ତି — An uncivilized person
- ଦେ. ବିଣ — କୃଷ୍ଟ; ଯାହା ଚଷାଯାଇଅଛି — Ploughed