ଚଳିତ Chaḻita

  • ସଂ. ବିଣ (ଚଳ ଧାତୁ+କର୍ତ୍ତୃ. ତ) — ପ୍ରସ୍ଥିତ; ଗତ — Gone; departed; preceded
  • ସଂ. ବିଣ (ଚଳ ଧାତୁ+କର୍ତ୍ତୃ. ତ) — ଅସ୍ଥିର — Fickle
  • ସଂ. ବିଣ (ଚଳ ଧାତୁ+କର୍ତ୍ତୃ. ତ) — କମ୍ପିତ — Trembling
  • ସଂ. ବିଣ (ଚଳ ଧାତୁ+କର୍ତ୍ତୃ. ତ) — ନିଯୁକ୍ତ — Employed
  • ସଂ. ବି (+ଭାବ. ତ) ଚଳନ; ଗତି — Motion; movement
  • ଦେ. ବିଣ — ଯାହା ଚଳୁଅଛି; ବ୍ଯବହୃତ; ପ୍ରଚଳିତ (କଥା) — Current; in vogue; in use