ଚଳାବଇ Chaḻābai
- ଦେ. ପ୍ରାଚୀନ ପଦ୍ଯ. କ୍ରି (ସଂ. ଚଳ ଧାତୁ ଣିଜନ୍ତ=ଚାଳି ଧାତୁ ଚଳାଇବା କ୍ରିୟାର ବର୍ତ୍ତମାନକାଳ 3 ୟ ପୁରୁଷ ଏକ ବଚନ) — ଚଳାଏ — Guides; conducts
- ଦେ. ପ୍ରାଚୀନ ପଦ୍ଯ. କ୍ରି (ସଂ. ଚଳ ଧାତୁ ଣିଜନ୍ତ=ଚାଳି ଧାତୁ ଚଳାଇବା କ୍ରିୟାର ବର୍ତ୍ତମାନକାଳ 3 ୟ ପୁରୁଷ ଏକ ବଚନ) — ଏ ଜୀବ ପ୍ରକାଶ କରଇ, ବୁଦ୍ଧି ଯହିଁକି ଚଳାବଇ—ଜଗନ୍ନାଥ, ଭାଗବତ।
- ଦେ. ପ୍ରାଚୀନ ପଦ୍ଯ. କ୍ରି (ସଂ. ଚଳ ଧାତୁ ଣିଜନ୍ତ=ଚାଳି ଧାତୁ ଚଳାଇବା କ୍ରିୟାର ବର୍ତ୍ତମାନକାଳ 3 ୟ ପୁରୁଷ ଏକ ବଚନ) — [ଦ୍ର—ତୁଳନାକର—କରାନ୍ତି ସ୍ଥାନରେ ପ୍ରାଚୀନ ପ୍ରୟୋଗ କରାବନ୍ତି; ଗାଏ ସ୍ଥାନରେ ଗାବଇ; ଗାଆନ୍ତି ସ୍ଥାନରେ ଗାବନ୍ତି; ଶୁଣାନ୍ତି ସ୍ଥାନରେ ଶୁଣାବନ୍ତି; ଦେଖାନ୍ତି ସ୍ଥାନରେ ଦେଖାବନ୍ତି। ତୁଳନାକର—ହିନ୍ଦୀ ଚଲ୍ନା (ଚଳିବା) ର ଣିଜନ୍ତରୂପ ଚଲ୍ବାନା; କର୍ନା (କରିବା) ର ଣିଜନ୍ତରୂପ କର୍ବାନା।]