ଚଳତ୍ Chaḻat
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — ଚଞ୍ଚଳ; ରପଳ — Unsteady
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — ଜଙ୍ଗମ; ଗମନଶୀଳ; ଚଳୁଥିବା; ଚଳିତ — Moving; movable
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — ଦେଶରେ ବ୍ଯବହୃତ; ପ୍ରଚଳିତ; ଚଳନ୍ତି — Current; in use; in vogue
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — (ଯଥା—ଅମୁକ ଶବ୍ଦକୁ ତୁମଆଡ଼େ ଚଳତ୍ କଥାରେ କି ନାମରେ ଡାକନ୍ତି ?)
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — ଧାବମାନ — Running
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — କମ୍ପମାନ — Trembling
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — କାର୍ଯ୍ୟ ଚଳିଯିବା ଉପଯୋଗୀ (ଅବସ୍ଥା) — (condition) Fit or proper for the doing of a work; passable; tolerable
- ସଂ. ବିଣ (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ) — ସଚଳ; ସଂସାର ଚଳିବା ଭଳି ସକ୍ଷମ (ବୈଷୟିକ ଅବସ୍ଥା) — Well-to-do worldly circumstance)