ଚଳତି Chaḻati

  • ଦେ. ବିଣ. (ସଂ ଚଳତ୍; ସ୍ତ୍ରୀ ଚଳତୀ) — ପ୍ରଚଳିତ; ଚଳନ୍ତି — Current; in vogue
  • ଦେ. ବିଣ. (ସଂ ଚଳତ୍; ସ୍ତ୍ରୀ ଚଳତୀ) — ବ୍ଯବହୃତ — In use
  • ଦେ. ବିଣ. (ସଂ ଚଳତ୍; ସ୍ତ୍ରୀ ଚଳତୀ) — ଗତିବିଶିଷ୍ଟ — Moving
  • ବି — ସାମାଜିକ କାର୍ଯ୍ୟରେ ପରସ୍ପର ମଧ୍ୟରେ ବିବାହ, ଶବବହନ ଓ ଖାଦ୍ୟଭୋଜନାଦି ସମ୍ପର୍କ — Social intercommunication (in the matter of dining, marriage, carrying dead- body etc)
  • ବି — ବ୍ଯବହାର; ପ୍ରଚଳନ — Use