ଚଲ୍ Chal
- ଦେ. ବିଣ. (ସଂ. ଚଳିତ, ହିନ୍ଦିରୁ ଅନୁକୃତ) — ଗତ; ଚାଲି ଯାଇଥିବା — Gone; departed
- ଦେ. ବିଣ. (ସଂ. ଚଳିତ, ହିନ୍ଦିରୁ ଅନୁକୃତ) — ପଳାୟିତ — Run away
- ଦେ. ବିଣ. (ସଂ. ଚଳିତ, ହିନ୍ଦିରୁ ଅନୁକୃତ) — (ଯଥା—ସେ ଏହା କହି ଚଲ୍।)
- ଦେ. ବି — ପଳାୟନ — Running away
- ଦେ. ବି — (ଯଥା—ସେ ୟା କହି ଚଲ୍ ଦେଲା।)
- ଦେ. ଅ. (ତୁଳ. (ହି) କ୍ରି. ଚଲ୍=ଚାଲି ଯାଅ) — ଚାଲ୍; ଚଲିଯା — (Interjection) Get off; be gone
- ଦେ. ଅ. (ତୁଳ. (ହି) କ୍ରି. ଚଲ୍=ଚାଲି ଯାଅ) — ଅଗ୍ରସର ହୁଅ — Proceed; go on