ଚଲା Chalā
- ଦେ. ବି — ଚାଲୁଣୀଦ୍ୱାରା ଚଲାଇବା କାର୍ଯ୍ୟ — Act of sifting through a sieve
- ଦେ. ବି — ଚାଲିବା — Walking
- ଦେ. ବି — ଥଳ; ନଦୀର ପାଣି କମିଯିବା ଯୋଗୁଁ ଲୋକେ ନଈରେ ପଶି ନଈ ପାରି ହେବା ଅବସ୍ଥା — Fordable condition of a river
- ଦେ. ବି — (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ; ଯଥା—ଖଇଚଲା, ବିରିଚଲା, ଚାଉଳଚଲା) ଚାଲୁଣୀ — Sieve
- ଦେ. ବିଣ — ଯେଉଁ ପଥରେ କେବଳ ପାଦରେ ଚାଲି ଯିବାକୁ ହୁଏ — (road or path) Passable by foot
- ଦେ. ବିଣ — (ଯଥା—ଚଲା ବାଟ।)
- ଦେ. ବିଣ — (ଗହୀର; ଗଣ୍ଡ—ବପରୀତ)
- ଦେ. ବିଣ — ନଦୀର ଯେଉଁ ଅଂଶରେ ମନୁଷ୍ୟ ପଶି ଚାଲିଯାଇ ପାରେ — Fordable part of a river
- ପ୍ରାଦେ. (ଗଞ୍ଜାମ) ବି — ଜଳମିଶ୍ରିତ ଘୋଳଦହି; ଚହ୍ଲା — Churned curd