ଚଲାଣି Chalāṇi

  • ଦେ. ବି — ଟଙ୍କା ବା ଜିନିଷ ପଠାଇବା — Remittance of articles or money
  • ଦେ. ବିଣ — ପଠାଯାଉଥିବା (ଦ୍ରବ୍ୟ) — Remitted (articles)
  • ଦେ. ବିଣ — ରପ୍ତାନିର ଉପଯୋଗୀ — Fit for being exported
  • ଦେ. ବିଣ — ବିଚାରାର୍ଥ ପ୍ରେରିତ (ଅପରାଧୀ) — (accused) Sent up for trial