ଚରଡ଼ି Charaṟḍ̠i
- ପ୍ରାଦେ. (ବସ୍ତର ଓ ଜୟପୁର) ବି — ମଧ୍ୟପ୍ରଦେଶ ବସ୍ତର ଓ ବିଶାଖାପାଟଣାର ଜୟପୁର ଅଞ୍ଚଳର ପାହାଡ଼ର ଜଙ୍ଗଲି ଜାତିବିଶେଷ — A wild caste of people living in hills of Bastar in C. P. and jaypur in Vizagapattam
- ପ୍ରାଦେ. (ବସ୍ତର ଓ ଜୟପୁର) ବି — [ଦ୍ର—ଏମାନେ 'ରାମାୟଣବର୍ଣ୍ଣିତ ବାନରମାନଙ୍କର ବଂଶଧର' ବୋଲି ଆପଣାର ପରିଚୟ ଦିଅନ୍ତି।]