ଚର୍ମ Charma

  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ଚମଡ଼ା; ତ୍ୱକ୍; ଚମ — Skin
  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ଜୀବ ଦେହର ଛାଲ — Hide
  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ଗଛର ଛେଲି; ବକଳ — Back
  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ଢାଲ — Shield
  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ବର୍ମ — Armour
  • ସଂ. ବି (ଚର୍ ଧାତୁ+କରଣ ମନ୍ 1 ମା, 1 ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ) — ମସଲାଦ୍ୱାରା କଷା ହୋଇ ପାଲିସ ଓ ସ୍ଥାୟୀ କରାଯାଇଥିବା ଚମଡ଼ା — Leather
  • ଦେ. ବି — ଚରମ (ଦେଖ) — Charama (See)
  • ଦେ. ବି — କର୍ମ କରି କର୍ମକାଣ୍ଡ କରି ଚର୍ମ କିପାଁ କର ଅଭିମାନସେ। ଦୀନକୃଷ୍ଣ, ରସକଲ୍ଲୋଳ।