ଚରଣା Charaṇā

  • ସଂ. ବି (ବୈଦ୍ଯକ) — ଯୋନିରୋଗବିଶେଷ — A disease of the female organ
  • ସଂ. ବି (ବୈଦ୍ଯକ) — [ଦ୍ର—ଏ ରୋଗଗ୍ରସ୍ତା ସ୍ତ୍ରୀର ମୈଥୁଳ କାଳରେ ଅତିଶୀଘ୍ର ଅଧିକ ପରିମାଣରେ ରଜସ୍ରାବ ହୁଏ। (ହି. ଶବ୍ଦସାଗର)]