ଚରକା Charakā

  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ସୂତା କାଟିବାର ଚକ୍ରଯୁକ୍ତ ଯନ୍ତ୍ର; ଅରଟ — Spining wheel
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ଚକ୍ରାକାର ଅଗ୍ନିକ୍ରୀଡ଼ା ଦ୍ରବ୍ୟ; ଚକ୍ରୀବାଣ; ଚଡ଼କ୍ବାଜି — A revolving or whirling firework
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ଚଡ଼କ ଯନ୍ତ୍ର; ପଣାସଂକ୍ରାନ୍ତିରେ ପାଟୁଆମାନେ ଯେଉଁ ଯନ୍ତ୍ରରେ ଓହଳି ଘୂରନ୍ତି — The contrivance on which religious dancers perform the swinging of the body as a vow on the Paṇāsaṁkrānti day
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ତାକୁଡ଼ି — Distaff
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ନଟେଇ — Reel
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — ଡଙ୍ଗା ବା ବୋଟ ବା ଜାହାଜର ଦଉଡ଼ି ଗୁଡ଼ାଇବାର ଖୁଣ୍ଟି — A capstan
  • ଦେ. ବି. (ସଂ. ଚକ୍ର; ଫା. ଚର୍ଖ୍) — କୂଅରୁ ପାଣି ଉଠାଇବା ଯନ୍ତ୍ର ଓ କପିକଳ ଆଦିରେ ଲାଗିବା ଶଗଡ଼ି — Pulley
  • ବୈଦେ. ବି. (ତୁଳ. ଫା. ଚିରାଖ୍) — ବତୀ — Lamp wick
  • ବୈଦେ. ବି. (ତୁଳ. ଫା. ଚିରାଖ୍) — ପ୍ରଦୀପ — Lamp; light