ଚମ୍ବା Chambā
- ଦେ. ବି. (ନାମ) — ପଞ୍ଜାବର ଦେଶୀୟ ରାଜ୍ୟବିଶେଷ — Name of a native state in Punjab
- ଦେ. ବି. (ନାମ) — [ଦ୍ର—ଏହି ରାଜ୍ୟ ପଞ୍ଜାବର ଉତ୍ତରରେ; କାଶ୍ମୀର ରାଜ୍ୟର ଦକ୍ଷିଣ ପୂର୍ବରେ, ଜଳନ୍ଧର ବିଭାଗର ପଶ୍ଚିମରେ ଓ ହିମାଳୟର ଦକ୍ଷିଣରେ ଅବସ୍ଥିତ। ଏହି ରାଜ୍ୟର ପୂର୍ବସୀମାରୁ ସିନ୍ଧୁର ଉପନଦୀ ଚେନାବ ନଦୀ ବାହାରି ପ୍ରଥମେ ଚନ୍ଦ୍ର ନଦୀ ନାମ ଗ୍ରହଣ କରିଅଛି, ସିନ୍ଧୁର ଉପନଦୀ ରାବୀ ଏହି ରାଜ୍ୟରୁ ବାହାରି ଅଛି। ଏ ରାଜ୍ୟର ରାଜଧାନୀ ଚମ୍ବା ରାବୀ ନଦୀକୂଳରେ।]