ଚମେଲୀ Chamelī

  • ଦେ.ବି. (ସଂ. ଚମ୍ପକବେଲୀ; ଚମ୍ବେଲି)—ବୈଦ୍ଯକ ନିର୍ଘଣ୍ଟରେ ଚମ୍ବେଲୀ ଶବ୍ଦ ବ୍ଯବହୃତ ହୋଇଅଛି) — ଚାମେଲି (ଦେଖ) — Chāmelī (See)