ଚମାର Chamāra

  • ଦେ. ବି. ପୁଂ.—(ସଂ. ଚର୍ମକାର ବା ଚର୍ମାର; ପ୍ରା. ଚମାର) — ତାଳଗଛ ଝାଡ଼ିବା ଓ ତାଳପତ୍ରରେ ତାଟି, ବାଉଁସିଆ ଓ ଟୋକେଇ ଆଦି ପ୍ରସ୍ତୁତକାରୀ ଜାତି — A caste dealing with palm-leaf articles
  • ଦେ. ବି. ପୁଂ.—(ସଂ. ଚର୍ମକାର ବା ଚର୍ମାର; ପ୍ରା. ଚମାର) — [ଦ୍ର—ବଙ୍ଗଳାରେ ହିନ୍ଦୀରେ ଚମାର ଶବ୍ଦ ମୋଚିଙ୍କୁ ବୁଝାଏ।]
  • ଦେ. ବି. ପୁଂ.—(ସଂ. ଚର୍ମକାର ବା ଚର୍ମାର; ପ୍ରା. ଚମାର) — ଅତି ନୀଚକର୍ମା ବା ହୀନ ବ୍ଯକ୍ତି — A very mean or low person
  • ପ୍ରାଦେ. (ସମ୍ବଲପୁର ଓ ସିଂହଭୁମ) ବି. — ମୋଚି — Cobbler
  • ପ୍ରାଦେ. (ବାଲେଶ୍ୱର) ବି. — ଏକଜାତୀୟ ଅସ୍ପୃଶ୍ୟ ତନ୍ତୀ — A class of untouchable weavers
  • ପ୍ରାଦେ. (ବାଲେଶ୍ୱର) ବି. — ଏକଜାତୀୟ ବଢ଼େଇ — A class of carpenters