ଚମସ Chamasa
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — କାଷ୍ଠର ଯଜ୍ଞପାତ୍ରବିଶେଷ — A wooden spoon or bowl used in vedic sacrifice
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — ଚାମଚ — Spoon
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — କରଚୁଲି — Ladle
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — (+କର୍ମ. ଅ) ଲଡ୍ଡୁ(ହି. ଶବ୍ଦସାଗର) — A ball of sweetmeat
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — ବିରିଅଟା; ବ୍ରୀହିଚୂର୍ଣ୍ଣ (ହି. ଶବ୍ଦସାଗର) — The flour of phaseolus Brīhi
- ସଂ. ବି.—(ଚମ ଧାତୁ=ଭକ୍ଷଣ କରିବା+କରଣ. ଅ) — ପାପଡ଼ (ହି. ଶବ୍ଦସାଗର) — A kind of flat cake made of corn-paste