ଚମବାଇଦ Chamabāida

  • ଦେ. ବି. (ସଂ. ଚମ ଓ ବାଦ୍ୟ) — ଚମଡ଼ାଛାଆଣି ବାଦ୍ୟ; ଆନଦ୍ଧ ବାଦ୍ୟ; ଢୋଲ — Drum covered with skin
  • ଦେ. ବି. (ସଂ. ଚମ ଓ ବାଦ୍ୟ) — ଚମବାଇଦ କୋଶେ; ତୁଣ୍ଡବାଇଦ ସହସ୍ର କୋଶ। ଢଗ।