ଚମତ୍ Chamat

  • ସଂ. ଅ. (ଚମ୍ ଧାତୁ=ଚମକି ପଡ଼ିବା+କର୍ତ୍ତୃ. ଅତ୍) — ଚମକିବା — Wincing
  • ସଂ. ଅ. (ଚମ୍ ଧାତୁ=ଚମକି ପଡ଼ିବା+କର୍ତ୍ତୃ. ଅତ୍) — [ଦ୍ର—ଏ ଶବ୍ଦର ସ୍ୱତନ୍ତ୍ର ବ୍ଯବହାର ଓଡ଼ିଆ ଭାଷାରେ ନାହିଁ।]