ଚପଳ Chapaḻa
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — କମ୍ପୁଥିବା — Shaking; trembling; wavering
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଚଞ୍ଚଳ; ତରତରିଆ — Agile; quick
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ତରଳ; ଅସ୍ଥିର — Restless; unsteady
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଚଗଲା; ଅବ୍ଯବସ୍ଥିତ; ଅନବସ୍ଥିତ — Unstable; fickle; inconstant
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଅସ୍ଥାୟୀ — Momentary; temporary
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଚପଳତା, ଚପଳତ୍ୱ, ଚାପଲ୍ୟ —ବି — ଚପଳତା, ଚପଳତ୍ୱ, ଚାପଲ୍ୟ—ବି
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଦୁର୍ବିନିତ, ଦୁଷ୍ଟ; ବଗୁଲିଆ — Wicked, illmannered; wanton
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଧୃଷ୍ଟ — Insubordinate; insolent
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ପ୍ରଗଲ୍ଭ — Boastful
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ବିକଳ — Agitated
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଅବ୍ଯବସ୍ଥିତଚିତ୍ତ — Of unsteady disposition; fickleminded
- ସଂ. ବିଣ (ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ବା କମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ) — ଅବିବେଚକ — Inconsiderate; throughtless